Posts

Puaja and sambit love story

Image
 ପୂଜା ଆଉ ସମ୍ବିତ ଲଭ ଷ୍ଟୋରୀ ପୁଜା ମୁଁ ସମ୍ବିତ୍ ମୁ ପୂଜା କୁ ବହୁତ ଭଲ ପାଉଥିଲି ଏବେ ବି ଭଲ ପାଉଛି ହେଲେ  ହେଲେ ୟେ ମତେ ଧୋଖା ଦେଲା ସବୁ ସମୟ ରେ  ମିଛ କହିଲା  ମୁଁ ଜୀବନରେ ସବୁ ସହିଯିବି ହେଲେ ଧୋକା ସହି ପାରିବିନି ମୁଁ ଭୁଲିବାକୁ ବହୁତ୍ ଚେଷ୍ଟା କରିଛି ହେଲେ ସବୁ ସମୟରେ ସେ କହିଥିବା ବା କଥା ଦେଇଥିବା ଆଉ ସେ ଭଲ ପାଇବା ମତେ ସବୁ ସମୟ ରେ କଷ୍ଟ ଦେଲା